16.1 C
Bhubaneswar
Thursday, February 5, 2026
Homeଓଡିଶାସମବାୟ ସମିତି ସମ୍ପାଦକ ଗିରଫ

ସମବାୟ ସମିତି ସମ୍ପାଦକ ଗିରଫ

ବାଲେଶ୍ୱର: ବାଲେଶ୍ୱର ଦୁର୍ଗାଦେବୀ ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଗିରଫ ।  ଭାରପ୍ରାପ୍ତ ସମ୍ପାଦକ ଗିରିଶ ଚନ୍ଦ୍ର ବେହେରାଙ୍କୁ  ଗିରଫ କରିଛି ଭିଜିଲାନ୍ସ । ସରକାରୀ ଅର୍ଥ ହେରଫେର ମାମଲାରେ ଗିରିଶ ଗିରଫ ହୋଇଛନ୍ତି । ୩୬ କୃଷକଙ୍କୁ ମିଳିବାକୁ  ଥିବା  ୫.୮ ଲକ୍ଷର ପିଏମଏଫବିୱାଇ ହେରଫେର ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking