25.1 C
Bhubaneswar
Thursday, April 2, 2026
Homeଓଡିଶାଝିଅ ନିଖୋଜ: ପରିବାର ଲୋକଙ୍କ ଧାରଣା

ଝିଅ ନିଖୋଜ: ପରିବାର ଲୋକଙ୍କ ଧାରଣା

ବାଲେଶ୍ବର: ଝିଅ ନିଖୋଜ, ପରିବାର ଲୋକଙ୍କ ଧାରଣା । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକା ନିଖୋଜ ହୋଇଛି । ଏନେଇ ଯୁବତୀଙ୍କ ପରିବାର ଲୋକେ ବସ୍ତା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ନିରବ ରହିଥିବା ଅଭିଯୋଗ କରିଛନ୍ତି । ଝିଅକୁ ଫେରାଇ ଆଣିବା ଦାବିରେ ଆଜି ପରିବାର ଲୋକେ ବସ୍ତା ଥାନା ଆଗରେ ଧାରଣାରେ ବସିଛନ୍ତି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking