14.1 C
Bhubaneswar
Friday, December 12, 2025
Homeଓଡିଶାବି-ଟେକ୍ ଛାତ୍ରୀଙ୍କ ଆତ୍ମହତ୍ୟା!

ବି-ଟେକ୍ ଛାତ୍ରୀଙ୍କ ଆତ୍ମହତ୍ୟା!

ଜୟପୁର:ବେକରେ ଓଢଣୀ ଲଗାଇ ବିଟେକ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଇଞ୍ଜିନିୟର କଲେଜରେ ବି- ଟେକ ପଢୁଥିଲେ ଛାତ୍ରୀ । ତେବେ ଛାତ୍ରୀଙ୍କ ମୃତ୍ୟୁ କିପରି ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ପରିବେଶରେ ପୁରାପୁରି ଶୋକର ଛାୟା ଖେଳିଯାଇଛି । ଏନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking