18.1 C
Bhubaneswar
Monday, December 22, 2025
Homeଓଡିଶାଗଣତନ୍ତ୍ରର ହତ୍ୟା କରାଯାଇଛି : ନରସିଂହ

ଗଣତନ୍ତ୍ରର ହତ୍ୟା କରାଯାଇଛି : ନରସିଂହ

ଭୁବନେଶ୍ୱର: ବିଧାୟକଙ୍କୁ ନିଲମ୍ବନ ନେଇ କଂଗ୍ରେସ ପ୍ରେସମିଟ କରିଛି । ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ଭତ୍ସନା କରିଛନ୍ତି । କହିଛନ୍ତି , ଏକଛତ୍ରବାଦ ଶାସନ ଚାଲିଛି ।  ଲୋକେ ଜବାବ ଦେବେ । ଗଣତନ୍ତ୍ରର ହତ୍ୟା କରାଯାଇଛି । ବିଜେପି ଇତିହାସ ସୃଷ୍ଟି କରିଛି । ମହିଳା ନିର୍ଯାତନା ନେଇ ଆଲୋଚନା ହେଉନି । ଗୃହ କମିଟି ଗଠନ ଆମର ଦାବି ଥିଲା । ଲୋକେ ନିଶ୍ଚିତ ଜବାବ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking