25.1 C
Bhubaneswar
Saturday, December 20, 2025
Homeଓଡିଶାଯାଜପୁର ଜିଲ୍ଲାର ଜନ ପ୍ରତିନିଧି ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ

ଯାଜପୁର ଜିଲ୍ଲାର ଜନ ପ୍ରତିନିଧି ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ

ଯାଜପୁର : ଯାଜପୁର ଜିଲ୍ଲାରେ ଆଇଶୃଙ୍ଖଳା ବିପର୍ଯ୍ୟସ୍ତ ସମିତି ସଭ୍ୟ କୁ ମାଡ ହୋଇ ଥିବା ଅଭିଯୋଗ ର ତିନି ଦିନ ବିତି ଯାଇଥିଲେ ମଧ୍ୟ୍ୟ ପୋଲିସ ହାତ ବାନ୍ଧି ବସିଛି ଜନ ପ୍ରତିନିଧିମାନେ ବ୍ଲକରେ ସୁରକ୍ଷିତ ମଣୁ ନାହାନ୍ତି ଦୁର୍ବୃତ୍ତ ମାନେ ଶାସକ ଦଳ ହୋଇ ଥିବାରୁ ପୋଲିସ ଗିରଫ କରିବାକୁ ପଛ ଘୁଞ୍ଚା ଦେଉଛି l ଦୁର୍ବୃତ୍ତ ମାନେ ନିର୍ଭୟ ରେ ବୁଲୁ ଛନ୍ତି l। ସରକାର ବଦଳି ବା ପରେ ଆଇନ ଶୃଙ୍ଖଳା ସମଗ୍ର ଜିଲ୍ଲା ରେ ବିପାର୍ଯ୍ୟସ୍ତ ହୋଇ ପଡ଼ିଛି l ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷl ଙ୍କ ନେତୃତ୍ଵ ରେ 10 ଟି ବ୍ଲକ୍ ର ଅଧ୍ୟକ୍ଷ ଅଧ୍ୟକ୍ଷା ଜିଲ୍ଳା ସରପଞ୍ଚ ସଂଗ ସଭାପତି ସମିତି ସଂଗ କର୍ମ କର୍ତ୍ତା ମାନେ ଯାଜପୁର ଏସପି ଶ୍ରୀ ୟସ ପ୍ରତାପ ଶ୍ରୀ ମାଲ୍ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ଦୁର୍ବୃତ୍ତ ମାନକୁ ଗିରଫ କରି କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ କରି ଥିଲେ ଦୁର୍ବୃତ୍ତ ମାନଂକୁ ତୁରନ୍ତ ଗିରଫ ନ ଗଲେ ରଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତା ବାଣୀ ଦେଇଛନ୍ତି l ସୂଚନା ଯୋଗ୍ୟ ଗତ 18ତାରିଖ ରେ କୋରେଇ ବ୍ଲକ ପରିସରରେ ତଣ୍ଡରା ସମିତିସଭ୍ୟ ଙ୍କୁ ଦୁର୍ବୃତ୍ତ ମାନଂକ ଆକ୍ରମଣ ର ଅଭିଯୋଗ ରେ ବିଜେଡି ର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ କୋରାଇ ଥାନା ର ଦ୍ଵାରସ୍ତ. ହୋଇ ଥିଲେ l ପୋଲିସ କାର୍ଯୟାନୁଷ୍ଠାନଗ୍ରହଣ ନ କରିବାରୁ ଜିଲ୍ଲାର ଜନ ପ୍ରତିନିଧି ଏସପି ଙ୍କ ଦ୍ଵାରସ୍ତ. ହୋଇ ତୁରନ୍ତ ଆଇନି ଅନୁଯାୟୀ ତଦନ୍ତ କରି ଦୋଷୀ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking