28.1 C
Bhubaneswar
Wednesday, March 4, 2026
Homeଓଡିଶାସରକାରକୁ ବିଜେଡିର କଟାକ୍ଷ

ସରକାରକୁ ବିଜେଡିର କଟାକ୍ଷ

ଭୁବନେଶ୍ବର: ହୋଲି ପର୍ବ ବେଳେ ହତ୍ୟା ଘଟିବା ମାମଲା  । ରାଜ୍ୟ ସରକାରକୁ ବିଜେଡିର ସମାଲୋଚନା । ସରକାର ଶାନ୍ତି ଶୃଙ୍ଖଳା ରକ୍ଷାକରିବେ କହିଥିଲେ । ମାତ୍ର ମହାନଗର ନିଗମରେ ହେଲା ମର୍ଡର । ସ୍ମାର୍ଟ ନଗରରେ ସ୍ମାର୍ଟ ମର୍ଡର ଘଟିଲା । ରାଜ୍ୟ ସରକାର ନିଦ୍ରାରେ ଅଛନ୍ତି । ୯ ମାସରେ ଶହ ଶହ ହତ୍ୟା ଘଟିଲାଣି । ସରକାର ଦୁର୍ବଳ, ଅପରାଧୀ ଅପରାଧ ଘଟାଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking