ଭୁବନେଶ୍ୱର : ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ଓ ବେସରକାରୀ କାଯ୍ୟକ୍ରମରେ ଯୋଗଦେବେ । ଗସ୍ତ ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କୁ ଭେଟିବାର ସୂଚନା ମିଳୁଛି ।