33.1 C
Bhubaneswar
Wednesday, May 27, 2026
Homeଦେଶ ବିଦେଶବିଲ୍ଡିଂରେ ନିଆଁ : ୩ ଜୀବନ୍ତ ଦଗ୍ଧ

ବିଲ୍ଡିଂରେ ନିଆଁ : ୩ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଗୁଜୁରାଟର ରାଜକୋଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ୧୫୦ ଫୁଟ ରିଙ୍ଗ ରୋଡରେ ଥିବା ଆସଲାଣ୍ଟିସ୍ କୋଠାରେ ଏକ ଭୟଙ୍କର ଅଗ୍ନିକାଣ୍ଡରେ ୩ ଜଣ ଜୀବନ୍ତଗ୍ଧ ହୋଇଛନ୍ତିନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ସୂଚନା ଅନୁସାରେ ଜଣାପଡିଛି ଯେ ନିଆଁ ଷଷ୍ଠ ମହଲାରୁ ଲାଗିଛି ଏବଂ ଏଥିରେ ୩୦ ରୁ ଅଧିକ ଲୋକ ଫସି ରହିଛନ୍ତି । ଅଗ୍ନିକାଣ୍ଡରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ।କୋଠାରୁ ଘନ ଧୂଆଁ ବାହାରିବା ପରେ, ଅଗ୍ନିମବାହିନୀ ଘଟଣାସ୍ଥଳକୁ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଶୀଘ୍ର ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତିନିଆଁ ଏତେ ଜୋର ରେ ବ୍ୟାପିଛି ଯେ ଆଶଙ୍କା କରାଯାଉଛି ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking