27.1 C
Bhubaneswar
Saturday, March 15, 2025
Homeଓଡିଶାମୋବାଇଲ ନେବେ କିନ୍ତୁ  ଫଟୋ ଉଠାଇବେନି : ମନ୍ତ୍ରୀ

ମୋବାଇଲ ନେବେ କିନ୍ତୁ  ଫଟୋ ଉଠାଇବେନି : ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାକୁ ସାମ୍ବାଦିକ ମୋବାଇଲ ବାରଣ ଘଟଣାରେ କିଛି ତଥ୍ୟ ସାମ୍ନାକୁ ଆସିଛି । ସାମ୍ବାଦିକମାନେ ମୋବାଇଲ ନେବେ  କିନ୍ତୁ ଫଟୋ ଉଠାଇବେନି । ଏନେଇ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ  ସୂଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ମିଡିଆକୁ ଫଟୋ , ଭିଡିଓ ଯୋଗାଇ ଦିଆଯିବ । ସେହି ଭିଡିଓ ବ୍ୟବହାର ପାଇଁ ବାଚସ୍ପତିଙ୍କ ଅନୁରୋଧ । ଅନ୍ୟପଟେ ଆଜି ମନ୍ତ୍ରୀ ସୂଯ୍ୟବଂଶୀଙ୍କ ବୁଝାସୁଝା ପରେ ଧାରଣାରୁ ହଟିଲେ ସାମ୍ବାଦିକ । ସରକାରୀ ମୁଖ୍ୟ ସଚେତକ ଓ ଉପମୁଖ୍ୟସଚେତକଙ୍କ ବୁଝାସୁଝା ପରେ ଧାରଣାରୁ ହଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking