18.1 C
Bhubaneswar
Sunday, February 8, 2026
Homeଓଡିଶାତାରାଙ୍କ ସମର୍ଥନରେ ବିଜେଡି

ତାରାଙ୍କ ସମର୍ଥନରେ ବିଜେଡି

ଭୁବନେଶ୍ୱର : ତାରାପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବିଜେଡି । ତାରାଙ୍କ ନିଲମ୍ବନକୁ ବିଜେଡି  ଘୋର ବିରୋଧ କରିଛନ୍ତି । ଏନେଇ ବାଚସ୍ପତିଙ୍କୁ ବିଜେଡି ବିଧାୟକ ଭେଟିଛନ୍ତି ।  ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରସନ୍ନ ଆଚାଯ୍ୟ । କହିଛନ୍ତି , ଜଣେ ବରିଷ୍ଠ ନେତାଙ୍କୁ ଯେଭଳି ନିଲମ୍ବନ  କରାଗଲା ତାହା ଠିକ ନୁହେଁ ।  ଯେଭଳି ନିଲମ୍ବନ କରାଗଲା ବାଚସ୍ପତି ବିଚାର କରନ୍ତୁ । ଗୃହ ସମସ୍ତଙ୍କର , ସୁପରିଚାଳନା ଦାୟିତ୍ୱ ସରକାରଙ୍କର । ଶାସକ ଦଳ ଅଧିକ ଶାଳୀନତା  ରଖିବାର ଥିଲା ।  ବିଜେଡି ଶୃଙ୍ଖଳାରେ ବିଶ୍ୱାସ ରଖେ କହିଛନ୍ତି ପସନ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking