30.1 C
Bhubaneswar
Saturday, March 15, 2025
Homeଓଡିଶାବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ବିରୋଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି । ଗୃହରେ ଦାବି କଲେ ବିଧାୟକ ଈରାଶିଷ ଆଚାର୍ଯ୍ୟ । ମହିଳା ବାଚସ୍ପତିଙ୍କ ପ୍ରତି ଦୁର୍ବ୍ୟବହାର ଚଳିବନି । ଗୃହରେ ଆମେ ଓଡିଶାର ସ୍ୱାର୍ଥ କଥା ଆଲୋଚନା କରୁଛୁ । ବିରୋଧୀଙ୍କୁ ଛାଡି ଗୃହ ଚଳାଇବାକୁ ଜଲେନ ନାୟକଙ୍କ ଦାବି । ବିଶୃଙ୍ଖଳା ସୃଷ୍ଟି କରୁଥିବା ବିଧାୟକଙ୍କୁ ଗୃହରୁ ବହିଷ୍କାର ଦାବି । ବହିଷ୍କାର ଦାବି କଲେ ବିଜେପି ବିଧାୟକ ଲକ୍ଷଣ ବାଗ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking