27.1 C
Bhubaneswar
Thursday, March 26, 2026
Homeଓଡିଶାଦିନ ୧ଟା ପରେ କାମ ବନ୍ଦ ହେବ: ମନ୍ତ୍ରୀ

ଦିନ ୧ଟା ପରେ କାମ ବନ୍ଦ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଦିନ ୧ଟା ପରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯିବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ସୂଚନା । ଠିକାଦାର ଓ କଣ୍ଟ୍ରାକ୍ଟର କାମ କରାଇଲେ କାର‌୍ୟ୍ୟାନୁଷ୍ଠାନ ହେବ । ଶ୍ରମ ବିଭାଗ ପକ୍ଷରୁ ସଚେତନ କରାଯିବ । ବିଭାଗୀୟ ଅଧିକାରୀ ଗ୍ରାଉଣ୍ଡକୁ ଯାଇ ତଦନ୍ତ କରିବେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking