27.1 C
Bhubaneswar
Thursday, March 26, 2026
Homeଓଡିଶାନିଆଁ ଲିଭାଇଲେ ମିଳିବ ପ୍ରୋତ୍ସାହନ: ମନ୍ତ୍ରୀ

ନିଆଁ ଲିଭାଇଲେ ମିଳିବ ପ୍ରୋତ୍ସାହନ: ମନ୍ତ୍ରୀ

ଭୁବନେଶ୍ୱର: ଜଙ୍ଗଲରେ ନିଆଁ ଲିଭାଇଲେ ମିଳିବ ପ୍ରୋତ୍ସାହନ ରାଶି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ସୂଚନା । ଜଙ୍ଗଲ ନିଆଁ ଲିଭାଇବାକୁ ଗ୍ରାମବାସୀ ନିୟୋଜିତ ହେବେ । ନିଆଁ ଲିଭା କାର୍ଯ୍ୟରେ ଗାଁ ଲୋକ ନିୟୋଜିତ ହେବେ । ପ୍ରତି ଗାଁକୁ ୧୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking