26.1 C
Bhubaneswar
Saturday, March 15, 2025
Homeଓଡିଶାପାଗର ପରିବର୍ତ୍ତନ ପରେ ଶରୀରରେ କେଉଁ ସବୁ ଲକ୍ଷଣ ଦେଖାଯାଏ ଜାଣନ୍ତୁ..

ପାଗର ପରିବର୍ତ୍ତନ ପରେ ଶରୀରରେ କେଉଁ ସବୁ ଲକ୍ଷଣ ଦେଖାଯାଏ ଜାଣନ୍ତୁ..

ଭୁବନେଶ୍ୱର : କିଛି ଦିନ ଧରି ପାଗର ପରିବର୍ତ୍ତନ ହେଉଛି । ଲୋକମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଗ ପରିବର୍ତ୍ତନ ହେବା ସହ ଶରୀର ଉପରେ ଚାପ ପକାଇପାରେ । ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ପାଗପରିବର୍ତ୍ତନ ଦେଖାଗଲେ ଶରୀରରେ ମଧ୍ୟ ଅନେକ ଲକ୍ଷଣ ଦେଖାଯାଏ । ଗଳା ବିନ୍ଧା , କାଶ , ଶରୀର ଯନ୍ତ୍ରଣା , ମୁଣ୍ଡବିନ୍ଧା , ଜ୍ୱର ଭଳି ସମସ୍ୟା ଦେଖାଦିଏ । ଏଭଳି ସମସ୍ୟଆ ଦେଖାଗଲେ ଘରେ ଦେହର ଉପଚାର କରନ୍ତୁ । ଗରମ ପାଣି , ହର୍ୱାଲ ଚା କିମ୍ବା ସୁପ ଭଳି ଖାଦ୍ୟ ପିଇବା ଉଚିତ । ଆପଣଙ୍କ ଶରୀରରକୁ ସୁସ୍ଥ ହେବା ପାଇଁ ବିଶ୍ରାମ ନେବା ଉଚିତ । ଯଦି ଶ୍ୱାସ ବନ୍ଦ ହୋଇଯାଏ , ତେବେ ଗରମ ପାଣିର ବାଷ୍ପ ନେବା ଉଚିତ । ମହୁ ଓ ଅଦା ମିଶ୍ରିତ ଗରମ ଚା ସେବନ କରିପାରିବେ । ଯାହା ଗଳା ସମସ୍ୟାରୁ ମୁକ୍ତି ଦିଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking