ଭୁବନେଶ୍ୱର : ରାଜ୍ୟରେ ପୁଣି ହେବ ପୌର ନିର୍ବାଚନ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସମ୍ବଲପୁର , ରାଉରକେଲା , ପୁରୀରେ ହେବ ନିର୍ବାଚନ । ହାଇକୋର୍ଟଙ୍କ ଶୁଣାଣି ପରେ ଆରମ୍ଭ ହେବ ପ୍ରକ୍ରିୟା । ୧୧ ବର୍ଷ ହେବ ସମ୍ବଲପୁର ଓ ରାଉରକେଲାରେ ହୋଇନି ନିର୍ୱାଚନ । ପୁରୀରେ ୬ ବର୍ଷ ହେବ ବନ୍ଦ ରହିଛି ପୌର ନିର୍ବାଚନ ।










