23.1 C
Bhubaneswar
Sunday, February 8, 2026
Homeଓଡିଶାରେଳ ପ୍ରକଳ୍ପ : ଅଣ୍ଟା ଭିଡିଲେ ରାଜସ୍ୱ ମନ୍ତ୍ରୀ

ରେଳ ପ୍ରକଳ୍ପ : ଅଣ୍ଟା ଭିଡିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ଦ୍ରୁତଗତିରେ ଆଗେଇବ ରେଳ ପ୍ରକଳ୍ପ ।  ଏନେଇ ଅଣ୍ଟା ଭିଡିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରେଳ ବିଭାଗର ତିନିଟି ଜୋନର ଅଧିକାରୀଙ୍କ ସହ ଆଲୋଚନା  ହେବ । ଏନଏଚଆଇ, ରାଜସ୍ୱ, ଜଙ୍ଗଲ, ପୂର୍ତ୍ତ ବିଭାଗ ସହ ଆଲୋଚନା ହେବ । ପଡି ରହିଥିବା ପ୍ରକଳ୍ପ ଉପରେ ଆଲୋଚନା ହେବ । ପୁଣି ତିନି ମାସ ପରେ ବୈଠକ ନେବି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରତ୍ୟେକ ତିନି ମାସରେ କାଯ୍ୟଗୁଡିକର ସ୍ଥିତି ଅନୁଧ୍ୟାନ ହେବ । ଯଦି ତ୍ରୁଟି ଦେଖିବି କାଯ୍ୟାନୁଷ୍ଠାନ ନେବି । ଖୋଦ୍ଧା, ବଲାଙ୍ଗିର , ମାଲକାନଗିରି , ରାୟଗଡା ଭଳି ପ୍ରକଳ୍ପ ଅଟକି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking