ଭୁବନେଶ୍ୱର : ଫଟୋ ଉଠାଇ ବିବାଦରେ ଫସିଲେ ପିସିସି ସଭାପତି ଭକ୍ତ ଦାସ । ଲଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇଛନ୍ତି । ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଟକଣା ସତ୍ତ୍ୱ ମନ୍ଦିର ଭିତରେ ଫଟୋ ଉଠାଯାଇଛି । ମନ୍ଦିର ଭିତରେ ଫଟୋ ଉଠାଇବାକୁ ନେଇ ଏବେ ପ୍ରଶ୍ନ ଉଠିଛି ।