14.1 C
Bhubaneswar
Friday, December 12, 2025
Homeଓଡିଶାକେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ଖୁବଶୀଘ୍ର କାମ ଆରମ୍ଭ  : ମନ୍ତ୍ରୀ           

କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ଖୁବଶୀଘ୍ର କାମ ଆରମ୍ଭ  : ମନ୍ତ୍ରୀ           

ଭୁବନେଶ୍ୱର : ମେକ ଇନ ଓଡିଶାରେ ଆସିଥିବା ଶିଳ୍ପକୁ ଗ୍ରାଉଣ୍ଡିଂ କରିବାକୁ ଦାୟିତ୍ୱ ଦିଆଯିବ । ସେକ୍ଟର ଅନୁଯାୟୀ ଅଧିକାରୀଙ୍କୁ  ଦାୟିତ୍ୱ ଦିଆଯିବ । ଏନେଇ ନଜର ରଖିବ ଶିଳ୍ପ ବିଭାଗ । ସମୀକ୍ଷା ପରେ ସୂଚନା ଦେଇଛନ୍ତି  ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ମେକଇନ ଓଡିଶାରେ ୧୪୫ଟି ଏମଓୟୁ ହୋଇଥିଲା । କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ଖୁବଶୀଘ୍ର କାମ ଆରମ୍ଭ ହେବ କହିଛନ୍ତି ସମ୍ପଦ ସ୍ୱାଇଁ  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking