ବ୍ରହ୍ମପୁର: ଟ୍ରେନରେ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ପ୍ରୟାସ । ଧରିଲା ବ୍ରହ୍ମପୁର ଅବକାରୀ ଷ୍ଟାଇକିଂ ଫୋର୍ସ । ଗଞ୍ଜେଇ ଚାଲାଣ ଉଦ୍ୟମ କରି ୩ ଗିରଫ । ୧୦୧ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ମୋହନାରୁ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ଉଦ୍ୟମ ।