21.1 C
Bhubaneswar
Saturday, February 7, 2026
Homeଓଡିଶାକଂଗ୍ରେସ ଅସୁରକ୍ଷିତ : ବିଜେପି

କଂଗ୍ରେସ ଅସୁରକ୍ଷିତ : ବିଜେପି

ଭୁବନେଶ୍ୱର : କଂଗ୍ରେସ ବିକ୍ଷୋଭକୁ ନେଇ ବିଜେପି କାଉଣ୍ଟର କରିଛି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି , ଓଡିଶାରେ ମହିଳା ଓ ଶିଶୁ ସୁରକ୍ଷିତ ଅଛନ୍ତି । କଂଗ୍ରେସ ଦଳ ରାଜନୈତିକ ଭାବେ ଅସୁରକ୍ଷିତ ଅଛନ୍ତି । ସେଇଥିପାଇଁ କଂଗ୍ରେସ ପଲଟିକାଲ ଷ୍ଟଣ୍ଟ କରିଛି । ଏହା କଂଗ୍ରେସର ପୁରୁଣା ସ୍କ୍ରିପ୍ଟ କହିଛନ୍ତି ମନୋଜ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking