18.1 C
Bhubaneswar
Saturday, December 6, 2025
Homeଓଡିଶା୪ଟି ଦେଶରେ ଭୂକମ୍ପ ଝଟକା

୪ଟି ଦେଶରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଭାରତ ସମେତ ଚାରିଟି ଦେଶକୁ ଭୂକମ୍ପ ଝଟକା । ତିନି ଘଣ୍ଟା ମଧ୍ୟରେ ଭାରତ, ନେପାଳ, ତିବ୍ଦତ ଏବଂ ପାକିସ୍ତାନର ଅନେକ ଅଞ୍ଚଳରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭାରତରେ ଭୋର ଭୋର ଭୂକମ୍ପ ଝଟକା ଲାଗିଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୫.୫ । ତେବେ ନେପାଳର ବାଗମାଟି ପ୍ରଦେଶରେ ରାତି ପ୍ରାୟ ୨.୩୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ପାକିସ୍ତାନରେ ବି ଭୂକମ୍ପ ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ପାକିସ୍ତାନ ଭୂକମ୍ପର ତୀବ୍ରତା ରହିଛି ୪.୫ । ପୂର୍ବରୁ ଫେବୃୟାରୀ ୧୬ରେ ବି ଭୂକମ୍ପର ଝଟକା ପାକିସ୍ତାନକୁ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking