20.1 C
Bhubaneswar
Tuesday, December 16, 2025
Homeଓଡିଶାବନ୍ଦ ଘରୁ ବାପା,ଝିଅଙ୍କ ମୃତଦେହ ଉଦ୍ଧାର

ବନ୍ଦ ଘରୁ ବାପା,ଝିଅଙ୍କ ମୃତଦେହ ଉଦ୍ଧାର

କଟକ : ବନ୍ଦ ଘର ଭିତରୁ ବାପା ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ  ବାପା ଓ ବେଡରେ ପଡିଛି ଝିଅର ମୃତଦେହ । ବାଦାମବାଡି ସ୍ନେହଲତା ଅପାର୍ଟମେମ୍‌ଟରୁ ମୃତଦେହ ଉଦ୍ଧାର କରାଯାଇଛି ।  ୨ ବର୍ଷ ହେବ ବାପା ଝିଅ ଭଡାରେ ରହୁଥିଲେ । ଝିଅର ବୟସ ୧୬ ବର୍ଷ । ଉଭୟଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking