18.1 C
Bhubaneswar
Monday, February 9, 2026
Homeଓଡିଶାଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ : ହୋମଗାର୍ଡ

ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ : ହୋମଗାର୍ଡ

ଜଗତସିଂହପୁର: ଜଗତସିଂହପୁରର ପୀଡିତା ହୋମଗାର୍ଡଙ୍କ ଗୁରୁତର ଅଭିଯୋଗ କରିଛନ୍ତି । ଜୀବନରୁ ମାରି ଦେବାକୁ ଧମକ ମିଳୁଛି ବୋଲି ଅଭିଯୋଗ କଲେ । ପରିବାରକୁ ମଧ୍ୟ ସଫା କରିବାକୁ ଧମକ ମିଳୁଛି । କାଲି ଜଣେ ଜଣେ  କନଷ୍ଟେବଳ ମୋତେ ଷ୍ଟାଡିୟମକୁ ଡକିଥିଲେ । ଆଡିସନାଲ ଏସପି ପଠାଇଛନ୍ତି ବୋଲି କହିଲେ । ୨୫ କି ୨୭ ଲକ୍ଷ ତପନ ସାର ଦେବେ , ମାମଲା ରଫାଦଫା କର । ନହେଲେ ଚାକୁରିରୁ ଡିସମିସ କରି ଦେବେ ବୋଲି କହିଛନ୍ତି । ଗଣମାଧ୍ୟମରେ ମୁହଁ ଖୋଲିଲେ ଡିସମିସ କରାଯିବ ଧମକ ମିଳିଛି ।  ଏତଲାରେ ସେମାନଙ୍କ ନାଁ ଲଖିଛି । ମାତ୍ର ତଦନ୍ତ ପରେ ପରିସର ହୋଇନାହାନ୍ତି । କାଲି ମୋ ଘରକୁ ୨ ଜଣ ଅଜଣା ବ୍ୟକ୍ତି ଯାଇ ବାପା , ମା,ଙ୍କୁ ଧମକାଇଛି । ଝିଅକୁ କୁହ ମାମଲା ଉଠାଇବ , ନଚେତ ଜୀବନରେ ମାରି ଦିଆଯିବ । ମୋ ଜୀବନ ପ୍ରତି ବିପଦ ଅଛି , ମୋତେ ନ୍ୟାୟ  ଦରକାର । କାଲି ମାମଲାରେ ଆଇଆଇସି ତପନ ନାହାକ ନିଲମ୍ବିତ ହେବା ସହ ଜେଲ ଯାଇଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking