17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସିବିଏସଇର ସ୍ପଷ୍ଟୀକରଣ : ଓଡିଆ ରହିବ

ସିବିଏସଇର ସ୍ପଷ୍ଟୀକରଣ : ଓଡିଆ ରହିବ

ନୂଆଦିଲ୍ଲୀ : ଦଶମରେ ପ୍ରତି ବର୍ଷ ୨ଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ର ସ୍ପଷ୍ଟକରୀଣ ହୋଇଛି । ୨୫ ତାରିଖରେ ୱେବସାଇଟ ତଥ୍ୟ  ନେଇ ସାନି ସ୍ପଷ୍ଟୀକରଣ କରିଛି । ସବୁ ବିଷୟ ଓ ଭାଷାରେ ପୂର୍ୱ ପରି  ୨୦୨୫ -୨୬ ପରୀକ୍ଷା ହେବ ।  ଡ୍ରାଫ୍ଟ ପଲିସିର ଅଷ୍ଟମ ପଏଣ୍ଟ ବାବଦରେ  ତଥ୍ୟ ଦେଲେ । ଓଡିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ , ବିଦେଶୀ ଭାଷା ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking