23.1 C
Bhubaneswar
Sunday, February 8, 2026
Homeଓଡିଶାଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଆରଡି ପାଇଁ ୧୦ କୋଟି

ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଆରଡି ପାଇଁ ୧୦ କୋଟି

ଭୁବନେଶ୍ୱର : ଆରଡିର ବିକାଶ ପାଇଁ ୧୦ କୋଟି ଟଙ୍କାର ଘୋଷଣା କରାଯାଇଛି । ଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି । ଆଜି ଆରଡି ଆଖଣ୍ଡଳ ମଣି ବାବାଙ୍କ ଦର୍ଶନ କରିବା ସହିତ ପୀଠର ବିକାଶ ପାଇଁ ୧୦ କୋଟିର ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମନ୍ଦିର ଉନ୍ନତି କରଣ ପାଇଁ ରାଜ୍ୟ ପଯ୍ୟଟନ ବିକାଶ ପାଣ୍ଠିରୁ ୧୦ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ତାଙ୍କ ସହ ମନ୍ତ୍ରୀ ସୂଯ୍ୟବଂଶୀ ଏବଂ ଭଦ୍ରକ ବିଧାୟକ ଶିତାଂଶୁ ମହାପାତ୍ର ବାବା ଆଖଣ୍ଡଳ ମଣିଙ୍କ ଦର୍ଶନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking