14.1 C
Bhubaneswar
Sunday, December 7, 2025
Homeଓଡିଶାବର୍ଷକୁ ୨ ଥର ହେବ ସିବିଏସଇ ମାଟ୍ରିକ ପରୀକ୍ଷା!

ବର୍ଷକୁ ୨ ଥର ହେବ ସିବିଏସଇ ମାଟ୍ରିକ ପରୀକ୍ଷା!

ଭୁବନେଶ୍ୱର: ସିବିଏସଇ ମାଟ୍ରିକ ପରୀକ୍ଷା ବର୍ଷକୁ ୨ ଥର ହେବ । ପରୀକ୍ଷା ଚାପ କମାଇବାକୁ ଯାଇ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୨୦୨୬ରୁ ୨ ଥର ପରୀକ୍ଷା ପାଇଁ ଅନୁମତି । ସିବିଏସଇ ବୋର୍ଡ ପକ୍ଷରୁ ଦୁଇଥର ପରୀକ୍ଷା ପାଇଁ ଅନୁମତି ମିଳିଛି । ଏନଇପି ଆଧାରରେ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ । ବର୍ଷକୁ ୨ ଥର ମାଟ୍ରିକ ପରୀକ୍ଷା ହେବା ଦ୍ୱାରା ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଆଉ ଚିନ୍ତାରେ ରହିବେ ନାହିଁ । ପିଲାମାନେ ନିଡର ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଓ ଭଲ ପ୍ରଦର୍ଶନ କରିବେ ବୋଲି ବୋର୍ଡ ପକ୍ଷରୁ ଆଶା ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking