24.1 C
Bhubaneswar
Sunday, February 15, 2026
Homeଓଡିଶାଧସିଲା ମାଟି: ୩ ଶ୍ରମିକ ଗୁରୁତର

ଧସିଲା ମାଟି: ୩ ଶ୍ରମିକ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ାରେ ଅଘଟଣ। କାମ କରିବା ବେଳେ ଧସିଲା ମାଟି ଅତଡ଼ା। ମାଟିରେ ପୋତି ହୋଇଗଲେ ୩ ଜଣ ଶ୍ରମିକ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ପ୍ରଥମେ ବଣାଇ ଓ ପରେ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଲହୁଣୀପଡା ବରସୁଆଁ ନିକଟ ଦମାଳୁ ନିକଟରେ କାମ କରୁଥିବା ବେଳେ ମାଟି ଅତଡା ଖସିଥିଲା। ତିନି ଶ୍ରମିକ ହେଲେ ନାତାନି ହର, ଅଗସ୍ତି ମୁଣ୍ଡା, ଫୁଲମଣି ଟପ୍ନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking