13.1 C
Bhubaneswar
Sunday, December 7, 2025
Homeଓଡିଶାପୋଷ୍ଟ ଅଫିସ ତାଲା କାଟି ଲୁଟିନେଲେ ଲୁଟେରା

ପୋଷ୍ଟ ଅଫିସ ତାଲା କାଟି ଲୁଟିନେଲେ ଲୁଟେରା

ସୁବର୍ଣ୍ଣପୁର: ପୋଷ୍ଟ ଅଫିସ ତାଲା କାଟି ଲୁଟିନେଲେ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସମ୍ମୁଖରେ ଥିବା ସବ ପୋଷ୍ଟ ଅଫିସର ୬ଟି ତାଲା କାଟି ଡକାୟତି ହୋଇଛି। ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କେଉଁ ଜିନିଷ ଚୋରି ହୋଇଛି ତାହା ଏଯାଏଁ ଜଣାପଡ଼ିନାହିଁ ।  ପୋଷ୍ଟ ଅଫିସରେ ସିସିଟିଭି କ୍ୟାମେରା ନାହିଁ। ସେଥିପାଇଁ ଡକାୟତି କେମିତି ହୋଇଛି ତାହା ମଧ୍ୟ ଜଣାପଡ଼ିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking