ଭୁବନେଶ୍ୱର : ଯୋଗାଣ ମନ୍ତ୍ରୀଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଟାର୍ଗେଟ କରିଛନ୍ତି । କହିଛନ୍ତି ଭୁଲ କରୁଛ କାହିଁକି , ଛେପ ଢୋକୁଛ କାହିଁକି । ମନ୍ତ୍ରୀ କିଛି କହିବା ପୂର୍ୱରୁ ଭାବି ଚିନ୍ତି କୁହନ୍ତୁ । କଟନି ଛଟନି ହେଉନି କିନ୍ତୁ ହେଉଛି । ମନ୍ତ୍ରୀଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ ତାଙ୍କ ସମ୍ମାନହାନି ହେଉଛି ।










