32.1 C
Bhubaneswar
Thursday, February 12, 2026
Homeଓଡିଶା୫୦ରୁ ଅଧିକ ବାଲିଗାଡି ଜବତ

୫୦ରୁ ଅଧିକ ବାଲିଗାଡି ଜବତ

ଜଳେଶ୍ବର: ପଶ୍ଚିମବଙ୍ଗକୁ ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ବଡ଼ ପଦକ୍ଷେପ । ୬୦ ନମ୍ବର ଜାତୀୟ ରାଜପଥ ଏବଂ ଗାୟତ୍ରୀ ପେଟ୍ରୋଲ ପମ୍ପରେ ଚାଲିଛି ଜୋରଦାର ଯାଞ୍ଚ । ଗୁରୁବରୀ ବିଳମ୍ବିତ ରାତିରୁ ଚାଲିଛି କଡା କଡ଼ି ଚେକିଂ । ଜଳେଶ୍ବର ତହସିଲଦାରଙ୍କ ସମେତ ପୋଲିସ ଟିମ୍ ଏହି ଚେକିଂରେ ସାମିଲ ହୋଇଛନ୍ତି । ଯାଞ୍ଚ ବେଳେ ୫୦ରୁ ଉର୍ଦ୍ଧ୍ବ ଗାଡି ଜବଦ କରାଯାଇଛି। ତେବେ କିଛି ଡ୍ରାଇଭର ଗାଡି ଛାଡି ଫେରାର ହୋଇଛନ୍ତି । ଜବତ ହୋଇଥିବା ସମସ୍ତ ଗାଡ଼ି ଆରଟିଓଙ୍କୁ ପଠାଯିବ ବୋଲି ଜଳେଶ୍ୱର ତହସିଲଦାର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking