19.1 C
Bhubaneswar
Thursday, December 25, 2025
Homeଓଡିଶାବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଅମଳ ଧାନ

ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଅମଳ ଧାନ

କେନ୍ଦ୍ରାପଡ଼ା: ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଅମଳ ଧାନ। କେନ୍ଦ୍ରାପଡ଼ାର ବିଭିନ୍ନ ଧାନମଣ୍ଡି ଓ ମିଲରେ ରହିଥିବା ଧାନ ଓଦା ହୋଇଯାଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ମଣ୍ଡିରେ ଗଛିତ ଥିବା ଧାନ ବସ୍ତାରୁ ପଲିଥିନ ଉଡ଼ିଯାଇଥିଲା । ଅନେକ ସ୍ଥାନରେ ଧାନରେ ପାଣି ପଶିଯାଇଛି । ଧାନ ରଖାଯାଇଥିବା ସ୍ଥାନରେ ପାଦେ ପାଦେ ପାଣି ଜମି ରହିଛି । ଅଧିକ ବର୍ଷାରେ ହେଲେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି । ସେହିପରି ଖୋର୍ଦ୍ଧାରେ ମଧ୍ୟ ବର୍ଷା ଯୋଗୁଁ ମଣ୍ଡି ଥିବା ଧାନ ବସ୍ତା ଓଦା ହୋଇଯାଇଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking