27.1 C
Bhubaneswar
Monday, March 30, 2026
Homeଓଡିଶାରକ୍ତାକ୍ତ ଛାତ୍ରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ରକ୍ତାକ୍ତ ଛାତ୍ରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ସମ୍ବଲପୁର:ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କୁ ୧୫ ଜଣ ଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି। କିନ୍ତୁ କାହିଁକି ଆକ୍ରମଣ କରିଛନ୍ତି ସେନେଇ କୌଣସି ବିଶେଷ ସୂଚନା ମିଳିନାହିଁ। ସୂଚନା ଅନୁସାରେ , ଛାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଛି । ତେବେ ଏକ ଭଙ୍ଗା ଘର ଭିତରୁ ତାଙ୍କୁ ଉଦ୍ଧାର କରାଯାଇଛି। ୟୁନିଭର୍ସିଟିର ପାଖାପାଖି ୩୦୦ ମିଟର ଦୂରରେ ଏକ ଢାବା ଅଛି ଢାବା ନିକଟରେ ଥିବା ଏକ ଭଙ୍ଗା ଘରୁ ତାଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking