17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶସଡକ ଦୁର୍ଘଟଣା : ଅଧା ରହିଲା କୁମ୍ଭ ସ୍ନାନ

ସଡକ ଦୁର୍ଘଟଣା : ଅଧା ରହିଲା କୁମ୍ଭ ସ୍ନାନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗୋଟିଏ ସ୍ଥାନରେ ୨ଟି ଦୁର୍ଘଟଣା ହୋଇଛି ।  ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଜୌନପୁର ବଦଲାପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କୁମ୍ଭମେଳାକୁ ଯାଉଥିବା ଏକ ବସ ଟ୍ରକକୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ସମାନ ସ୍ଥାନରେ ଆଉ ଏକ ମିନି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍‌ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking