20.1 C
Bhubaneswar
Sunday, February 8, 2026
Homeଓଡିଶାପରୀକ୍ଷା ପୂର୍ବରୁ ବୋର୍ଡ କରିବ ଡ୍ରାଏ ରନ

ପରୀକ୍ଷା ପୂର୍ବରୁ ବୋର୍ଡ କରିବ ଡ୍ରାଏ ରନ

ଭୁବନେଶ୍ୱର : ଦିନକ ପରେ ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପରୀକ୍ଷା ପୂର୍ବରୁ ଆସନ୍ତାକାଲି ଡ୍ରାଏ ରନ କରାଯିବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ ଦେଖିପାରିବ ବୋର୍ଡ । କେବଳ ସେଣ୍ଟ୍ରାଲ ସୁପରିଟେଣ୍ଡେଣ୍ଟ ଏବଂ ଅବଜର୍ଭର  ମୋବାଇଲକୁ ବ୍ୟବହାର କରିବେ । ସବୁ ଷ୍ଟ୍ରଙ୍ଗ ରୁମ ଲାଇଭ ଉପରେ ବୋର୍ଡ ନଜର ରଖିବ । ଆଜି ଅପରାହ୍ଣ ସୁଦ୍ଧା ନୋଡାଲ ସେଣ୍ଟରରେ ପହଞ୍ଚବ ପ୍ରଶ୍ନପତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking