28.1 C
Bhubaneswar
Monday, February 9, 2026
Homeଓଡିଶାକିଟ୍ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କଲେ ତାରା

କିଟ୍ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କଲେ ତାରା

ଭୁବନେଶ୍ୱର : କିଟ୍ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କଲେ ତାରା ବାହିନୀପତି । ବିଧାନସଭାର ଶୂନ୍ୟ କାଳରେ ପ୍ରସଙ୍ଗ ଉଠାଇ ଦାବି କଲେ ତାରା । ଯଦି ନ୍ୟାୟିକ ତଦନ୍ତ କରା ନ ଯିବ ଗୃହରେ ଧାରଣା ଦେବି କହିଲେ । କିଟ ପାଇଁ ସାରା ବିଶ୍ୱରେ ଓଡିଶା ନିନ୍ଦିତ ହେଲା । ନେପାଳ ସହ ସମ୍ପର୍କ ପୁରୁଣା , ଜଗନ୍ନାଥଙ୍କ କସ୍ତୁରୀ ସେଠାରୁ ଆସେ । ନେପାଳୀ ଛାତ୍ରଛାତ୍ରୀଙ୍କୁ ଯେପରି  ବାଡେଇଲେ ତାହା ନିନ୍ଦନୀୟ ଅଟେ । ଦିଲ୍ଲୀ ଦରବାର ଆଜି ଏଥିପାଇଁ  ପଡୁଛି , ଉଠୁଛି । ଯେଉଁ ଭିଡିଓ ସବୁ ଭାଇରାଲ ହେଉଛି , ଦେଖିଲେ କାନ୍ଦ ଲାଗୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking