15.1 C
Bhubaneswar
Monday, February 9, 2026
Homeଓଡିଶାଅଚ୍ୟୁତ ସାମନ୍ତକୁ ଗିରଫ କର : ବାବୁ ସିଂ

ଅଚ୍ୟୁତ ସାମନ୍ତକୁ ଗିରଫ କର : ବାବୁ ସିଂ

ଭୁବନେଶ୍ୱର : ଗୃହରେ କିଟ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ବାବୁ ସିଂ । କିଟ୍‌ର ଏଭଳି ଆଚରଣ ପାଇଁ ଓଡିଶା ଭାରତ ବର୍ଷରେ ଲଜ୍ଜିତ । ବାହାର ଦେଶର ପିଲାଙ୍କୁ ଦୁବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ । କିଟ କର୍ତ୍ତୁପକ୍ଷ ପ୍ରରୋଚନାରେ ଏସବୁ କାଯ୍ୟ ହୋଇଥିବ କହିଛନ୍ତି ବାବୁ ସିଂ ।  ତୁରନ୍ତ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking