28.1 C
Bhubaneswar
Monday, February 9, 2026
Homeଓଡିଶାକିଟ ଛାତ୍ରୀଙ୍କ ଆତ୍ମହତ୍ୟା : ନେପାଳୀ ଛାତ୍ରଛାତ୍ରୀଙ୍କୁ ତଡିଲା କିଟ !

କିଟ ଛାତ୍ରୀଙ୍କ ଆତ୍ମହତ୍ୟା : ନେପାଳୀ ଛାତ୍ରଛାତ୍ରୀଙ୍କୁ ତଡିଲା କିଟ !

ଭୁବନେଶ୍ୱର : କିଟ  ଛାତ୍ରୀଙ୍କ ଆତ୍ମହତ୍ୟା ପରେ  ନେପାଳୀ  ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଗଲା । ନେପାଳୀ ଛାତ୍ରଛାତ୍ରୀଙ୍କୁ ଜବରଦସ୍ତ କଟକ ରେଲୱେ ଷ୍ଟେସନରେ ଛାଡାଗଲା ।  ଦୁଇଟି ବସରେ ଉଠାଇ ନେଇ କଟକରେ ଛାଡିଲେ କିଟ କର୍ତ୍ତୁପକ୍ଷ । ଧକ୍କା ମାରି  କର୍ତ୍ତୁପକ୍ଷ ଜୋର ଜବରଦସ୍ତ ତଡିଥିବା ଅଭିଯୋଗ ରହିଛି । ଛାତ୍ରୀଙ୍କ ଆତ୍ମହତ୍ୟା ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ନ୍ୟାୟ ଦାବିରେ ଛାତ୍ରଛାତ୍ରୀ  ରାସ୍ତା  ଅବରୋଧ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking