ଭୁବନେଶ୍ୱର : ରାଜ୍ୟରେ ଆଇଏଏସ , ଆଇପିଏସ ମରୁଡି ଦେଖାଦେଇଛି । ୬୬ ଆଇଏଏସ ପଦ ଖାଲିପଡିଥିବା ବେଳେ , ୬୯ ଆଇପିଏସ ପଦବୀ ଖାଲି ପଡିଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୨ ଆଇଏଏସ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ୧୦ ଆଇପିଏସ ୫ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ରାଜ୍ୟରେ ଆଇଏଏସ ପଦବୀ ଖାଲିକୁ ନେଇ ତଥ୍ୟ ରଖିଥିଲେ ରାଜ୍ୟ ସରକାର ।









