22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଗୁଜୁରାଟରରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଗୁଜୁରାଟରରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଗୁଜୁରାଟ: ଶୁକ୍ରବାର ଦିନ କଚ୍ଛ ଜିଲ୍ଲାର ଗାନ୍ଧୀଧାମ ସହରର କାଣ୍ଡଲା ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଥିବା ଏକ ଗୋଦାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପୂର୍ବ କଚ୍ଛର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ମୁକେଶ ଚୌଧୁରୀ କହିଛନ୍ତି, “ଆମେ କଚ୍ଛର ଗାନ୍ଧୀଧାମ ସହରରୁ ଅଗ୍ନିକାଣ୍ଡ ଘଟଣା ବିଷୟରେ ସୂଚନା ପାଇଥିଲୁ। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ, ଆମେ ନିଆଁ ଲିଭାଇବା କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀର ଏକ ଦଳ ଏବଂ ଏକ ପୋଲିସ ଦଳକୁ ପଠାଇଥିଲୁ।” ନିଆଁ ଲିଭାଇବା କାର୍ଯ୍ୟ ସହ ତଦନ୍ତ ଜାରି ରହିଛି । 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking