16.1 C
Bhubaneswar
Tuesday, February 10, 2026
Homeଓଡିଶାବାରବାଟୀରେ ପହଞ୍ଚିଲେ ଖେଳାଳି

ବାରବାଟୀରେ ପହଞ୍ଚିଲେ ଖେଳାଳି

କଟକ : କଟକ ବାରବାଟୀରେ ପହଞ୍ଚିଲେ ଖେଳାଳି । ଭାରତ ଓ ଇଂଲଣ୍ଡ ଦଳର ଖେଳାଳି ପହଞ୍ଚିଲେ  । କଡା ସୁରକ୍ଷାରେ ସ୍ୱତନ୍ତ୍ର ବସରେ ପହଞ୍ଚିଥିଲେ ।  ଦିନ ସାଢେ ଗୋଟାଏରେ  ଖେଳାଯିବ ମ୍ୟାଚ ।  ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ।କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ,ଉତ୍କଣ୍ଠା । ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍ ଫେରିଥିବାରୁ ଦର୍ଶକଙ୍କଠାରୁ ଆରମ୍ଭ କରି ଖେଳାଳି, ଅଧିକାରୀ ସମସ୍ତେ ଅଛନ୍ତି ଉତ୍ସାହିତ। ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି। ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking