17.1 C
Bhubaneswar
Wednesday, February 4, 2026
Homeଓଡିଶାତୋଷାଳି ସାହିତ୍ୟ ଉତ୍ସବ ଉଦଘାଟିତ

ତୋଷାଳି ସାହିତ୍ୟ ଉତ୍ସବ ଉଦଘାଟିତ

ଭୁବନେଶ୍ୱର :ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ତୋଷାଳି ସାହିତ୍ୟ ଉତ୍ସବ ଆଜି ଭୁବନେଶ୍ୱର ଉପକଣ୍ଠ ରାଞ୍ଚ୍ ରିସର୍ଟରେ ଉଦଘାଟିତ ହୋଇଯାଇଛି । ସରସ୍ୱତୀ ସମ୍ମାନ ବିଜେତା ବିଶିଷ୍ଟ ମକାଠୀ ଲେଖକ ଶରଣ କୁମାର ଲିମ୍ବାଲେ ଏହାକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ । ଅନ୍ୟ ମାନଂକ ମଧ୍ୟରେ ବିଶିଷ୍ଟ ଲେଖକ ଆୟାଜ ରସୁଲ ନଜକୀ, ରାଜ ରାଜେଶ୍ୱରୀ ସୀତାରମଣ, ଚନ୍ଦ୍ରହାସ ଚୌଧୁରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ପ୍ରତିବର୍ଷ ଦିଆଯାଉଥିବା ଜାତୀୟ ପୁରସ୍କାର ଚଳିତ ବର୍ଷ ଇନ୍ଦୋରର ବରିଷ୍ଠ ଇଂରାଜୀ କବି ବିନିତା ଅଗ୍ରୱାଲଙ୍କୁ ପଚାଶ ହଜାର ଟଙ୍କା ସମେତ ସମ୍ମାନ ଫଳକ ସହ ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking