18.1 C
Bhubaneswar
Friday, February 13, 2026
Homeଓଡିଶା ମାଓ ସଙ୍ଗଠନରେ ପରିବର୍ତ୍ତନ : ହଟିଲେ ହିଡମା

 ମାଓ ସଙ୍ଗଠନରେ ପରିବର୍ତ୍ତନ : ହଟିଲେ ହିଡମା

ମାଲକାନାଗିରି :  ମାଓ ସଙ୍ଗଠନରେ ବଡ ପରିବର୍ତ୍ତନ ହୋଇଛି । ହିଡମାଙ୍କୁ ଦାୟିତ୍ୱ ରୁ ହଟେଇଲା ମାଓ ସଙ୍ଗଠନ । ହିଡମାଙ୍କୁ ସିସିଏମ ପଦରୁ ହଟାଯାଇଥିବା ସୂଚନା ମିଳିଛି । ଝଧାଡଖଥଣ୍ଡର ମାଓନେତା  ପତିରାମ ମାଝିଙ୍କୁ ଦାୟିତ୍ୱ ଦିଆଯାଇଛି । ୫୪ ବର୍ଷୀୟ ପତିରାସଙ୍କୁ କେନ୍ଦ୍ରୀୟ କମିଟିରେ ସାମିଲ ଅଛନ୍ତି ।  ପତିରାମଙ୍କ ସମେତ ୧୨ ଜଣଙ୍କୁ ନୂତନ ସିସିଏମ ଦାୟିତ୍ୱ ଦିଆଯାଇଛି । ସଙ୍ଗଠନ ଉପରେ  ବଢୁଥିବା ପୁଲିସର ଚାପ ଯୋଗୁଁ ନିଷ୍ପତ୍ତି  ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking