28.1 C
Bhubaneswar
Monday, February 9, 2026
Homeଓଡିଶାଟାଟା ଷ୍ଟିଲ ସୁରକ୍ଷା କର୍ମଚାରୀ ଓ ବିସ୍ଥାପିତ ପରିବାର ମଧ୍ୟରେ ହାତାହାତି

ଟାଟା ଷ୍ଟିଲ ସୁରକ୍ଷା କର୍ମଚାରୀ ଓ ବିସ୍ଥାପିତ ପରିବାର ମଧ୍ୟରେ ହାତାହାତି

ଯାଜପୁର: କଳିଙ୍ଗ ନଗର ଶିଳ୍ପାଞ୍ଚଳ ଅଶାନ୍ତ l ଟାଟା ଷ୍ଟିଲ କାରଖାନା ର ସୁରକ୍ଷା କର୍ମଚାରୀ ଓ ବିସ୍ଥାପିତ ପରିବାର ମଧ୍ୟରେ ହାତାହାତି ପରିସ୍ଥିତି ଅଣାୟତ୍ତ ସୁଚନା ଯୋଗ୍ୟ ଯାଜପୁର ଜିଲ୍ଲା ର କଳିଙ୍ଗ ନଗର ଟାଟା ଷ୍ଟିଲ କାରଖାନାରେ ର ଜିଲ୍ଳା ପ୍ରଶାସନ ପକ୍ଷରୁ ଅନ୍ଧୋଲାନ୍ ଧାରଣା କୁ ନିଷେଧ କାରା ଯାଇଚି l ବିସ୍ଥାପିତ ପାରିବାର ମାନେ ନିଜର ହକ କୁ ଦାବି କରି ଟାଟା ଷ୍ଟିଲ 1ନମ୍ବର ଗେଟ ସମ୍ମୁଖ ରେ ବିସ୍ଥାପିତ ଜମି ହରା ମାନେ ଉକ୍ତ ଗେଟ କୁ ସର୍ମପୂର୍ଣ୍ ବନ୍ଧ କରି ଧାରଣ ଦେଇ ଟାଟା ଷ୍ଟିଲ କାରଖାନା କର୍ମ ଚାରି ମାନକୁ ଛାଡି ନ ଥିଲେ ଟାଟା ଷ୍ଟିଲ କାରଖାନା ରେ ବିସ୍ଥାପିତ ପରିବାର ମାନଂକୁ ଭି ଅlର୍ ଏସ ନେବା ପାଇଁ ବାଧ୍ୟ କାରା ଯାଇ ଦସଖସ୍ତ କୁ ବିରୋଧ କରି ରାଜ ରାସ୍ତା କୁ ଓହ୍ଲାଇ ଛନ୍ତି ସନ୍ଧ୍ୟା ସମୟରେ ଟାଟା ଷ୍ଟିଲ ସୁରକ୍ଷା କର୍ମଚାରୀ ମାନଂକ ମଧ୍ୟ୍ୟ ରେ ଦସ୍ତା ଦସ୍ତି ହୋଇ ଥିଲା କଳିଙ୍ଗନଗର ଅତିରିକ୍ତ ଏସପି ଘଟଣା ସ୍ଥଳରେ ପହଁଚି ଥିଲେ ସେଠାରେ 14ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ପରିସ୍ଥିତି ଅଣାୟତ୍ତ ଅଛି ସେହି ପରି ଟାଟା ପରିଚାଳିତ ନିଳାଚଳ କାରଖାନା ସମ୍ମୁଖରେ ବିସ୍ତପିତ ପରିବାର ମାନେ ବଂଶlନୁ କ୍ରମେ ନିଯୁକ୍ତି ଦେବା ପାଇଁ ଦାବି କରି ଧାରଣ ଦିଆ ଯାଇଚି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking