27.1 C
Bhubaneswar
Monday, February 2, 2026
Homeଓଡିଶା୫୦ ହଜାର କୋଟି ନିବେଶ କରିବ ଆଦିତ୍ୟ ବିର୍ଲା

୫୦ ହଜାର କୋଟି ନିବେଶ କରିବ ଆଦିତ୍ୟ ବିର୍ଲା

ଭୁବନେଶ୍ୱର : ଓଡିଶାରେ  ୫୦ ହଜାର କୋଟି ନିବେଶ କରିବ ଆଦିତ୍ୟ ବିର୍ଲା । ଆଦିତ୍ୟ ବିର୍ଲା  ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା  ସୂଚନା ଦେଇଛନ୍ତି ।   ଆଲୁମିନିୟମ ରିଫାଇନାରୀ  କରିବାକୁ ଯୋଜନା ଚାଲିଛି । ଆଲୁମିନିୟମ ସ୍କେଲଟର କରିବାକୁ ଆଦିତ୍ୟ ବିର୍ଲାର ଯୋଜନା  କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking