28.1 C
Bhubaneswar
Monday, February 9, 2026
Homeଓଡିଶାଖୁବଶୀଘ୍ର ଜଣାପଡିବ ଚୋର କିଏ: ଡିସିପି

ଖୁବଶୀଘ୍ର ଜଣାପଡିବ ଚୋର କିଏ: ଡିସିପି

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଡକାୟତି ଘଟଣାରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଯାହା ହେଲା ତାହା ଦୁର୍ଭାଗ୍ୟଜନକ । ଘରେ କିଏ ନଥିଲା ବେଳେ ଘରର ପଛପଟେ କେହି ଜଣେ ପଶି ଚୋରି କରିଛି । ଆକଳନ କରାଯାଉଛି କେତେ ଚୋରି ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ତଦନ୍ତ ଆରମ୍ଭ ହୋଇସାରିଛି, ଫିଙ୍ଗରପ୍ରିଣ୍ଟ ନିଆଯାଇଛି । ଡଗ ସ୍କ୍ୱାର୍ଡ ଏବଂ ସାଇଣ୍ଟିଫିକ ଟିମ ଆସି ତନାଘନା କରିଛି । ଖୁବଶୀଘ୍ର ଜଣାପଡିବ ଚୋର କିଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking