22.1 C
Bhubaneswar
Wednesday, December 24, 2025
Homeଓଡିଶାବିଳମ୍ବ ଯୋଗୁଁ କର୍ମୀ ହତାଶ : ସୋଫିଆ

ବିଳମ୍ବ ଯୋଗୁଁ କର୍ମୀ ହତାଶ : ସୋଫିଆ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ଘୋଷଣା ପ୍ରସଙ୍ଗରେ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରତିକ୍ରିୟା ରହିଛି । କହିଛନ୍ତି ବିଳମ୍ବ ଯୋଗୁଁ କର୍ମୀ ହତାଶ ଅନୁଭବ କରୁଛନ୍ତି ।  ମୋ ବାପା ସଭାପତି ନହେଲେ ବି ସମର୍ଥନ ରହିବ । ଅନ୍ୟ କିଏ ହେଲେ ମଧ୍ୟ ମୋର ସମର୍ଥନ ରହିବ । ଦିନେ ଦୁଇ ଦିନ ଭିତରେ ଘୋଷଣା ହୋଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking