ଭୁବନେଶ୍ୱର : ସକାଳେ ଖାଲି ପେଟରେ ହଳଦୀ ପାଣି ପିଇବାର ଅନେକ ଲାଭ ଅଛି । ନିୟମିତ ବ୍ୟାୟାମ , ସନ୍ତୁଳିତ ଖାଦ୍ୟ ଏବଂ ସଠିକ ଜୀବନଶୈଳୀ ସହିତ ଏହାକୁ ଗ୍ରହଣ କରନ୍ତୁ । ହଳଦୀରେ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ । ଏହା ମେଟାବୋଲିଜିମକୁ ତ୍ୱାରନ୍ୱିତ କରିଥାଏ । ଯାହା ଚର୍ୱି ସଂରକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏଥିରେ ଅନେକ ଲାଭ ଅଛି । ହଳଦୀ ପାଣି ହଜମ ପ୍ରକ୍ରିୟାକୁ ମଜଭୁତ କରିଥାଏ । ଏହା କିଡନୀକୁ ସଫା ରଖିଥାଏ । ଯାହା ବିଷାକ୍ତ ପଦାର୍ଥ ବାହାରିବାରେ ସାହାଯ୍ୟ କରେ । ନିୟମିତ ହଳଦୀ ପୀଣି ପିଇବା ଦ୍ୱାରା ଶର୍କରାକୁ ନିୟନ୍ତ୍ରଣ କରେ ।