26.1 C
Bhubaneswar
Sunday, March 15, 2026
Homeଓଡିଶାପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଆକ୍ଷେପ

ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଆକ୍ଷେପ

ଭୁବନେଶ୍ୱର : ପୂର୍ବ ସରକାରର ଶିକ୍ଷା ବ୍ୟବସ୍ଥାକୁ ଆକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କହିଛନ୍ତି ରାଜ୍ୟରେ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ ନାହିଁ । ଶିକ୍ଷା ମାନବ ସମ୍ବଳରେ ଆମେ ପଛରେ  ଅଛୁ । ପୂର୍ୱ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ  ଦେଉନଥିଲେ । କିଛି ବିଦ୍ୟାଳୟରେ ଆଦୌ ଭିତ୍ତିଭୁମି ନାହିଁ । ଭଙ୍ଗା କୁଡିଆ , ବାରଣ୍ଡା , ଗଛ ମୂଳରେ ପାଠ ପଢା ହେଉଛି ।  ଏହାକୁ ସ୍ୱୀକାର କରିବାକୁ ପଡିବ କହିଛନ୍ତି ମୁଖ୍ୟମନ୍ତ୍ରୀ  । ନୂଆ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking