ଭୁବନେଶ୍ୱର : ପ୍ରତିଦିନ କ୍ଷୀର ପିଇବା ଦ୍ୱାରା ଏହି ରୋଗ ଦୂର ହୋଇଥାଏ । କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଉପକାର ହୋଇଥାଏ । ଦୁଗ୍ଧଜାତ ଖାଦ୍ୟରେ ଆଲର୍ଜି ନଥିବା ବ୍ୟକ୍ତିମାନେ ପ୍ରତିଦିନ ଏକ ଗ୍ଲାସ କ୍ଷୀର ପିଇବା ଆବଶ୍ୟକ । କ୍ଷୀର ପିଇବା ଦ୍ୱାରା ଆଲଜାଇମର ପରି ରୋଗର ଆଶଙ୍କା ହ୍ରାସ ପାଇଥାଏ । କ୍ଷୀରରେ ଭିଟାମିନ ଡି ଏବଂ କ୍ୟାଲସିୟମ ଥାଏ । ଏହି ଭିଟାମିନ ହାଡକୁ ମଜଭୁତ କରିବାରେ ସାହାଯ୍ୟ କରେ । ଡାଇବେଟିସ ହୋଇଥିବା ଲୋକମାନେ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କ୍ଷୀର ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ । ଏବଂ କେଶକୁ ଶକ୍ତି ଯୋଗାଇଥାଏ । ଯାହାକି କେଶ ବଢିବାରେ ସାହାଯ୍ୟ କରେ । ଏହା ସହିତ ସବୁଠି ବଡ କଥା ଯେ କ୍ଷୀର ପିଇବା ଦ୍ୱାରା ଦାନ୍ତ ମଜଭୁତ ରହିଥାଏ ।