27.1 C
Bhubaneswar
Thursday, March 19, 2026
Homeଓଡିଶାଚିଲିକା ମଝିରେ ଫସିଲା ଡଙ୍ଗା

ଚିଲିକା ମଝିରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ: ଚିଲିକା ମଝିରେ ପସିଛି ଡଙ୍ଗା । ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଅଛନ୍ତି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମହିଁଷାକୁଦରେ ହି ଡ଼ଙ୍ଗା ଅଟକିଛି । ଯାତ୍ରୀଙ୍କ ସହ ଡଙ୍ଗାରେ ୨୦ଟି ବାଇକ ରହିଛି । ଏକ ଘଣ୍ଟାରୁ ଅଧିକ ସମୟ ଧରି ଯାତ୍ରୀ ଡଙ୍ଗାରେ ଫସିଛନ୍ତି । ଡଙ୍ଗାରୁ ଉଦ୍ଧାର ପାଇଁ ଯାତ୍ରୀ ନିବେଦନ କରୁଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking